ଉପାଲବ୍ଧ Upālabdha

  • ସଂ. ବିଣ. (ଉପ+ଆ+ଲଭ ଧାତୁ=ପାଇବା+ତ) — ତିରସ୍କୃତ; ଭର୍ତ୍ସିତ — Rebuked; censured; reproached
  • ସଂ. ବିଣ. (ଉପ+ଆ+ଲଭ ଧାତୁ=ପାଇବା+ତ) — ପ୍ରାପ୍ତ — Got; received; obtained