ଉପାର୍ଜନ Upārjana

  • ସଂ. ବି. (ଉପ+ଅର୍ଜ ଧାତୁ=ଅର୍ଜନ କରିବା+ଭାବ. ଅନ) — — 1 । ଅର୍ଜନ — 1 ଅର୍ଜନ—1. Earning
  • ସଂ. ବି. (ଉପ+ଅର୍ଜ ଧାତୁ=ଅର୍ଜନ କରିବା+ଭାବ. ଅନ) — କୃଷି ବ୍ୟବସାୟାଦି ଦ୍ୱାରା ଅର୍ଥଲାଭ
  • ସଂ. ବି. (ଉପ+ଅର୍ଜ ଧାତୁ=ଅର୍ଜନ କରିବା+ଭାବ. ଅନ) — ଲାଭ — Gain
  • ସଂ. ବି. (ଉପ+ଅର୍ଜ ଧାତୁ=ଅର୍ଜନ କରିବା+ଭାବ. ଅନ) — ସଞ୍ଚୟ — Accumulation; storing up