ଉପାସ Upāsa
- ଦେ. ବି. (ସଂ. ଉପବାସ) — ବ୍ରତାନୁଷ୍ଠାନ ନିମନ୍ତେ ଉପବାସ — Religious fasting
- ଦେ. ବି. (ସଂ. ଉପବାସ) — ଆବର ବ୍ରତର ଉପାସେ। —ପ୍ରାଚୀ, ନିର୍ଗୁଣମାହାତ୍ମ୍ୟ।
- ଦେ. ବି. (ସଂ. ଉପବାସ) — ଅନାହାର; ଅନଶନ — Fasting; starvation
- ଦେ. ବି. (ସଂ. ଉପବାସ) — କୁଟୁମ୍ବକୁ ଉପାସେ ରଖି ବ୍ରାହ୍ମଣକୁ, ଅନ୍ନ ଆଗ ଦେବଟି ଜାଣ ଖାଇବାକୁ। —କୃଷ୍ଣସିଂହ ମହାଭାରତ, ଅନୁଶାସନ।
- ଦେ. ବି. (ସଂ. ଉପବାସ) — ଓଷା; ବ୍ରତାନୁଷ୍ଠାନ — Religious observance
- ଦେ. ବିଣ — ଉପୋଷିତ; ଉପବାସୀ