ଉପାନତ୍ Upānat
- ସଂ. ବି (ଉପ+ଆ+ନହ୍ ଧାତୁ=ବାନ୍ଧିବା+କରଣ କ୍ୱିପ୍; ଉପନହ୍ ଶବ୍ଦ 1 ମା. 1 ବ.) — — 1 । କଠଉ — 1 କଠଉ—1. Wooden sandals
- ସଂ. ବି (ଉପ+ଆ+ନହ୍ ଧାତୁ=ବାନ୍ଧିବା+କରଣ କ୍ୱିପ୍; ଉପନହ୍ ଶବ୍ଦ 1 ମା. 1 ବ.) — ଚର୍ମପାଦୁକା; ଜୋତା — Shoes
- ସଂ. ବି (ଉପ+ଆ+ନହ୍ ଧାତୁ=ବାନ୍ଧିବା+କରଣ କ୍ୱିପ୍; ଉପନହ୍ ଶବ୍ଦ 1 ମା. 1 ବ.) — ବୁଟ୍ ଜୋତା — Boots
- ସଂ. ବି (ଉପ+ଆ+ନହ୍ ଧାତୁ=ବାନ୍ଧିବା+କରଣ କ୍ୱିପ୍; ଉପନହ୍ ଶବ୍ଦ 1 ମା. 1 ବ.) — ଚଟ୍ ଜୋତା — Slippers
- ସଂ. ବି (ଉପ+ଆ+ନହ୍ ଧାତୁ=ବାନ୍ଧିବା+କରଣ କ୍ୱିପ୍; ଉପନହ୍ ଶବ୍ଦ 1 ମା. 1 ବ.) — [ଦ୍ର—ଓଡ଼ିଆମାନେ ପୂର୍ବେ ଚଢ଼ଉ ଜୋତା ଓ ବୁଟ୍ ଜୋତା ବ୍ୟବହାର କରୁଥିବାର ଚିତ୍ର ଭୁବନେଶ୍ୱର ଓ କୋଣାର୍କର ମନ୍ଦିର ଓ ଗିରିଗାତ୍ରସ୍ଥ ପ୍ରସ୍ତରମାନଙ୍କର ଖୋଦିତ ହୋଇଅଛି।]