ଉପାଧ୍ୟାୟ Upādhyāya

  • ସଂ. ବି. ପୁଂ (ଉପ=ସମୀପ+ଅଧି+ଇ ଧାତୁ=ପଢ଼ିବା+ ଅପାଦାନ. ଅ) — — 1 । ମନ୍ତ୍ରଗୁରୁ; ବେଦାଧ୍ୟାପକ — 1 ମନ୍ତ୍ରଗୁରୁ; ବେଦାଧ୍ୟାପକ
  • ସଂ. ବି. ପୁଂ (ଉପ=ସମୀପ+ଅଧି+ଇ ଧାତୁ=ପଢ଼ିବା+ ଅପାଦାନ. ଅ) — ଅଧ୍ୟାପକ; ଆଚାର୍ଯ୍ୟ; ଶିକ୍ଷକ — Teacher; professor
  • ସଂ. ବି. ପୁଂ (ଉପ=ସମୀପ+ଅଧି+ଇ ଧାତୁ=ପଢ଼ିବା+ ଅପାଦାନ. ଅ) — [ଦ୍ର—ଯେ ବେଦର ଏକାଂଶକୁ ଶିକ୍ଷା ଦିଅନ୍ତି ତାଙ୍କୁ 'ଉପାଧ୍ୟାୟ' ବୋଲାଯାଏ।]
  • ସଂ. ବି. ପୁଂ (ଉପ=ସମୀପ+ଅଧି+ଇ ଧାତୁ=ପଢ଼ିବା+ ଅପାଦାନ. ଅ) — ଗୁରୁ; ଅବଧାନ — Instructor; pedagogue
  • ସଂ. ବି. ପୁଂ (ଉପ=ସମୀପ+ଅଧି+ଇ ଧାତୁ=ପଢ଼ିବା+ ଅପାଦାନ. ଅ) — ସଙ୍ଗୀତାଚାର୍ଯ୍ୟ; ଯେ ସଙ୍ଗୀତବିଦ୍ୟାରେ ସୁନିପୁଣତା ଲାଭକରି ଶିକ୍ଷା ଦେଇପାରନ୍ତି — Music master
  • ଦେ. ବି — ବ୍ରାହ୍ମଣମାନଙ୍କର ବଂଶୋପାଧି
  • ଦେ. ବି — [ଦ୍ର—ବଙ୍ଗଦେଶରେ ବ୍ରାହ୍ମଣମାନଙ୍କର ସାଧାରଣ ବଂଶୋପାଧି ପୂର୍ବରେ ବନ୍ଦ, ମୁଖ, ଚଟ୍ଟ ଇତ୍ୟାଦି ଲାଗେ। ଯଥା ବନ୍ଦୋପାଧାୟ (ବାନୁର୍ୟ୍ୟା) ମୁଖୋପାଧ୍ୟୟ (ମୁଖୁର୍ୟ୍ୟା) ଚଟ୍ଟୋପାଧ୍ୟାୟ (ଚାଟୁର୍ୟ୍ୟା) କିନ୍ତୁ ଉତ୍କଳର ଅଥର୍ବବେଦୀ ବ୍ରାହ୍ମଣମାନେ ଉପାଧ୍ୟାୟ ଉପାଧି ଧାରଣ କରନ୍ତି।]