ଉପାଧ୍ୟାୟୀ Upādhyāyī

  • ସଂ. ବି. ସ୍ତ୍ରୀ. (ଉପାଧ୍ୟାୟ+ସ୍ତ୍ରୀ ଈ) — ଉପାଧ୍ୟାୟା (ଦେଖ) — Upādhyāyā (See)
  • ସଂ. ବି. ସ୍ତ୍ରୀ. (ଉପାଧ୍ୟାୟ+ସ୍ତ୍ରୀ ଈ) — ଉପାଧ୍ୟାୟାନୀ — Upādhyāyānī (See)