ଉପାନ୍ତ୍ୟ Upāntya

  • ସଂ. ବିଣ (ଉପାନ୍ତ=ଶେଷର ପୂର୍ବ ସ୍ଥାନ+ଯ) — ଉପାନ୍ତରେ ସ୍ଥିତ — Penultimate
  • ସଂ. ବିଣ (ଉପାନ୍ତ=ଶେଷର ପୂର୍ବ ସ୍ଥାନ+ଯ) — ଉପକଣ୍ଠସ୍ଥ — Situated on the outskirts
  • ସଂ. ବିଣ (ଉପାନ୍ତ=ଶେଷର ପୂର୍ବ ସ୍ଥାନ+ଯ) — ନିକଟସ୍ଥ — Adjoining; bordering on