ଉପରପଡ଼ା Uparapaṟḍ̠ā

  • ଦେ. ବିଣ. ପୁଂ. (ଗାଳି) — ଉପରବୋଲା (ଦେଖ) — Uparabolā (See)
  • ଦେ. ବିଣ. ପୁଂ. (ଗାଳି) — ଯେ ଅନାହୃତ ହୋଇ ପରର କାର୍ଯ୍ୟରେ ହସ୍ତକ୍ଷେପ କରେ — Meddlesome; obtrusive
  • ଦେ. ବିଣ. ପୁଂ. (ଗାଳି) — ବଳେପଶା — Tress-passing; officious