ଉପରନ୍ତୁ Uparantu

  • ଦେ. ଅ (ସଂ. ପରନ୍ତୁ) — ଏହା ଛଡ଼ା — Over and above; in addition; besides
  • ଦେ. ଅ (ସଂ. ପରନ୍ତୁ) — ପରନ୍ତୁ — On the other hand
  • ଦେ. ଅ (ସଂ. ପରନ୍ତୁ) — ପୁଣି; ଏବଂଚ — Again; more over
  • ଦେ. ଅ (ସଂ. ପରନ୍ତୁ) — ଏଥିପରେ — After this