ଉପରତି Uparati
- ସଂ. ବି. ସ୍ତ୍ରୀ (ଉପ+ରମ୍ ଧାତୁ+ଭାବ. ତି) — ବିରାମ; ନିବୃତ୍ତି — Cessation; stoppage; quiescence
- ସଂ. ବି. ସ୍ତ୍ରୀ (ଉପ+ରମ୍ ଧାତୁ+ଭାବ. ତି) — ବୈରାଗ୍ୟ; ବାସନାତ୍ୟାଗ — Cessation of care for worldly concerns
- ସଂ. ବି. ସ୍ତ୍ରୀ (ଉପ+ରମ୍ ଧାତୁ+ଭାବ. ତି) — ମୃତ୍ୟୁ — Death
- ସଂ. ବି. ସ୍ତ୍ରୀ (ଉପ+ରମ୍ ଧାତୁ+ଭାବ. ତି) — ବିପରୀତ ରତି; ପୁରୁଷାୟିତ — Copulation of a female by lying on the body of a male