ଉପରଦୃଷ୍ଟିଆ Uparadṛushtiā

  • ଦେ. ବିଣ. — ସବୁ କଥାରେ ଯାହାର ଆଖି ବଡ଼ ହୋଇ ଅଛି; ଯେଉଁ କାର୍ଯ୍ୟ ଅଳ୍ପ ବ୍ୟୟରେ ହେବ ସେଥି ପାଇଁ ବେଶି ବ୍ୟୟ ଦରକାର ହେବ ବୋଲି ଯେ ବ୍ୟକ୍ତି ଅନ୍ଦାଜ କରେ
  • ଦେ. ବିଣ. — ଯେ ପଦାର୍ଥର ବାହାର ଦେଖେ ଓ ଭିତରର କଥା ଦେଖେ ନାହିଁ — 1. Observing superficially
  • ଦେ. ବିଣ. — ଅମନୋଯୋଗୀ; ଯେ ଆଦେଶ ପାଳନ କରେ ନାହିଁ — Inattentive