ଉପଯୋଗୀ Upaj̄ogī

  • ସଂ. ବିଣ (ଉପଯୋଗ+ଅସ୍ତ୍ୟର୍ଥେ ଇନ୍; 1 ମା. 1 ବ) — ଅନୁକୂଳ — Favourable
  • ସଂ. ବିଣ (ଉପଯୋଗ+ଅସ୍ତ୍ୟର୍ଥେ ଇନ୍; 1 ମା. 1 ବ) — ଉପକାରୀ — Beneficial
  • ସଂ. ବିଣ (ଉପଯୋଗ+ଅସ୍ତ୍ୟର୍ଥେ ଇନ୍; 1 ମା. 1 ବ) — ଉପଯୁକ୍ତ — Fit; suitable
  • ସଂ. ବିଣ (ଉପଯୋଗ+ଅସ୍ତ୍ୟର୍ଥେ ଇନ୍; 1 ମା. 1 ବ) — ଯୋଗ୍ୟ; ଅନୁରୂପ — Similar
  • ସଂ. ବିଣ (ଉପଯୋଗ+ଅସ୍ତ୍ୟର୍ଥେ ଇନ୍; 1 ମା. 1 ବ) — କାର୍ଯ୍ୟକାରକ; ଯାହା କୌଣସି କାର୍ଯ୍ୟରେ ଲାଗେ; ଯାହାଦ୍ୱାରା କାର୍ଯ୍ୟନିର୍ବାହ ହୁଏ