ଉପଯୋଗିତା Upaj̄ogitā

  • ସଂ. ବି. (ଉପଯୋଗିନ୍+ଭାବ. ତା) — ଉପଯୁକ୍ତତା — Suitableness; fitness
  • ସଂ. ବି. (ଉପଯୋଗିନ୍+ଭାବ. ତା) — ଆନୁକୂଲ୍ୟ — The state of being favourable
  • ସଂ. ବି. (ଉପଯୋଗିନ୍+ଭାବ. ତା) — ପ୍ରୟୋଜନୀୟତା — Serviceability; utility
  • ସଂ. ବି. (ଉପଯୋଗିନ୍+ଭାବ. ତା) — ଔଚିତ୍ୟ — Propriety
  • ସଂ. ବି. (ଉପଯୋଗିନ୍+ଭାବ. ତା) — କାର୍ଯ୍ୟରେ ଲଗାଯାଇପାରିବା ଅବସ୍ଥା — Adaptability