ଉପଯୁକ୍ତ Upaj̄ukta

  • ସଂ. ବିଣ (ଉପ=ସମ୍ୟକ୍+ଯୁଜ୍ ଧାତୁ+ଯୋଗ କରିବା+ କର୍ତ୍ତୃ. ତ) — — 1 । ଯୋଗ୍ୟ; ଅନୁରୂପ — 1 ଯୋଗ୍ୟ; ଅନୁରୂପ
  • ସଂ. ବିଣ (ଉପ=ସମ୍ୟକ୍+ଯୁଜ୍ ଧାତୁ+ଯୋଗ କରିବା+ କର୍ତ୍ତୃ. ତ) — ସମର୍ଥ — Capable
  • ସଂ. ବିଣ (ଉପ=ସମ୍ୟକ୍+ଯୁଜ୍ ଧାତୁ+ଯୋଗ କରିବା+ କର୍ତ୍ତୃ. ତ) — ଉଚିତ — Proper; right
  • ସଂ. ବିଣ (ଉପ=ସମ୍ୟକ୍+ଯୁଜ୍ ଧାତୁ+ଯୋଗ କରିବା+ କର୍ତ୍ତୃ. ତ) — କାର୍ଯ୍ୟଦକ୍ଷ — Competent; skilful
  • ସଂ. ବିଣ (ଉପ=ସମ୍ୟକ୍+ଯୁଜ୍ ଧାତୁ+ଯୋଗ କରିବା+ କର୍ତ୍ତୃ. ତ) — ଭୁକ୍ତ — Enjoyed; partaken
  • ସଂ. ବିଣ (ଉପ=ସମ୍ୟକ୍+ଯୁଜ୍ ଧାତୁ+ଯୋଗ କରିବା+ କର୍ତ୍ତୃ. ତ) — ଯଥେଷ୍ଟ — Adequate