ଉପର ଅଗଣା Upara agaṇā
- ଦେ. ବି. — କୌଣସିଠାରେ ତିନି ସାହାଲା ଘର ଥିଲେ ଦାଣ୍ଡ ପାଖ ସାହାଲା ଓ ମଝିସାହାଲା ଉଭୟର ମଧ୍ୟରେ ଥିବା ଅଗଣା — The court-yard lying between the first and second row of a holding containing three rows of houses
- ଦେ. ବି. — ଘରର ବାହାର ପାଖେ ଥିବା ଅଗଣା; ଦାଣ୍ଡ ଅଗଣା; ବହିରଙ୍ଗଣ — Outside court yard; outer court-yard