ଉପବିଷ୍ଟ Upabishṭa

  • ସଂ. ବିଣ. (ଉପ=ନିକଟରେ+ବିଶ୍ ଧାତୁ=ପ୍ରବେଶକରିବା+କର୍ତ୍ତୃ. ତ) — — 1 । ଆସୀନ; ବସିଥିବା — 1 ଆସୀନ; ବସିଥିବା
  • ସଂ. ବିଣ. (ଉପ=ନିକଟରେ+ବିଶ୍ ଧାତୁ=ପ୍ରବେଶକରିବା+କର୍ତ୍ତୃ. ତ) — ସିଂହାସନରେ ବସିଥିବା — Enthroned; installed on the throne