ଉପବିଦ୍ୟା Upabidyā

  • ସଂ. ବିଣ. ସ୍ତ୍ରୀ — 'ଉପବିଦ୍ୟ'ର ସ୍ତ୍ରୀଲିଙ୍ଗ
  • ସଂ. ବି — ବ୍ୟାବହାରିକ ବିଦ୍ୟା — Profane science; practical science or art
  • ସଂ. ବି — କଳା ବିଦ୍ୟା — Fine arts