ଉପବୃଂହିତ Upabṛuṁhita
- ସଂ. ବିଣ. (ଉପ+ବୃଂହ ଧାତୁ=ବୃଦ୍ଧିପାଇବା+ କର୍ତ୍ତୃ. ତ) — — 1 । ବର୍ଦ୍ଧିତ — 1 ବର୍ଦ୍ଧିତ
- ସଂ. ବିଣ. (ଉପ+ବୃଂହ ଧାତୁ=ବୃଦ୍ଧିପାଇବା+ କର୍ତ୍ତୃ. ତ) — ଉଚ୍ଛ୍ୱସିତ; ଫୁଲିଥିବା — Swollen; flooded
- ସଂ. ବିଣ. (ଉପ+ବୃଂହ ଧାତୁ=ବୃଦ୍ଧିପାଇବା+ କର୍ତ୍ତୃ. ତ) — ଯୁକ୍ତ — Added to
- ସଂ. ବିଣ. (ଉପ+ବୃଂହ ଧାତୁ=ବୃଦ୍ଧିପାଇବା+ କର୍ତ୍ତୃ. ତ) — ଅଙ୍ଗବିବର୍ଦ୍ଧିତ — Amplified; augmented
- ସଂ. ବିଣ. (ଉପ+ବୃଂହ ଧାତୁ=ବୃଦ୍ଧିପାଇବା+ କର୍ତ୍ତୃ. ତ) — ସମାପ୍ତ — Completed; accomplished