ଉପବେଶନ Upabeṡana

  • ସଂ. ବି. (ଉପ+ବିଶ୍ ଧାତୁ=ପ୍ରବେଶ କରାଇବା+ଭାବ. ଅନ) — — 1 । ସ୍ଥିତି — 1 ସ୍ଥିତି—1. Position
  • ସଂ. ବି. (ଉପ+ବିଶ୍ ଧାତୁ=ପ୍ରବେଶ କରାଇବା+ଭାବ. ଅନ) — ଆସନଗ୍ରହଣ; ବସିବା — Act of sitting or squatting; taking a seat
  • ସଂ. ବି. (ଉପ+ବିଶ୍ ଧାତୁ=ପ୍ରବେଶ କରାଇବା+ଭାବ. ଅନ) — (+ବେଶି ଧାତୁ=ପ୍ରବେଶକରିବା+ଭାବ. ଅନ) ରଖିବା — Placing; putting
  • ସଂ. ବି. (ଉପ+ବିଶ୍ ଧାତୁ=ପ୍ରବେଶ କରାଇବା+ଭାବ. ଅନ) — ବସାଇବା — Fixing; setting down
  • ସଂ. ବି. (ଉପ+ବିଶ୍ ଧାତୁ=ପ୍ରବେଶ କରାଇବା+ଭାବ. ଅନ) — (+ଅଧିକରଣ. ଅନ) ଆସନ — Seat