ଉନ୍ନାହ Unnāha

  • ସଂ. ବି. (ଉତ୍=ଉପରକୁ+ନହ୍ ଧାତୁ=ବାନ୍ଧିବା+ଭାବ. ଅ) — ଉତ୍ତୋଳନପୂର୍ବକ ବନ୍ଧନ; ଉଠେଇ କରି ବାନ୍ଧିବା — Tying or binding by lifting a thing
  • ସଂ. ବି. (ଉତ୍=ଉପରକୁ+ନହ୍ ଧାତୁ=ବାନ୍ଧିବା+ଭାବ. ଅ) — (+କରଣ. ଅ) କା଼ଞ୍ଜି — Fermented rice-water