ଉନ୍ନିଦ୍ର Unnidra
- ସଂ. ବିଣ. ପୁଂ. (ବହୁବ୍ରୀହି; ଉତ୍=ଅପଗତ+ନିଦ୍ରା) — ବିନିଦ୍ର; ନିଦ୍ରାବିହୀନ; ନିଦ୍ରାରହିତ — Sleepless; waking
- ସଂ. ବିଣ. ପୁଂ. (ବହୁବ୍ରୀହି; ଉତ୍=ଅପଗତ+ନିଦ୍ରା) — ନିଦ୍ରାରୁ ଉଠିଥିବା — Awakened from sleep
- ସଂ. ବିଣ. ପୁଂ. (ବହୁବ୍ରୀହି; ଉତ୍=ଅପଗତ+ନିଦ୍ରା) — ପ୍ରସ୍ଫୁଟିତ; ବିକଶିତ — Full-blown
- ସଂ. ବିଣ. ପୁଂ. (ବହୁବ୍ରୀହି; ଉତ୍=ଅପଗତ+ନିଦ୍ରା) — ସାବଧାନ; ସତର୍କ; ସର୍ବଦା ସଚେତ — Vigilant; cautious