ଉନ୍ମଜ୍ଜକ Unmajjaka

  • ସଂ. ବିଣ. (ଉତ୍=ଉପରେ+ମସଜ୍ ଧାତୁ=ବୁଡ଼ିବା+କର୍ତ୍ତୃ. ଅକ) — —ଉନ୍ମଜ୍ଜନକାରୀ; ଯେ ଭସାଏ — Floating
  • ସଂ. ବି — ତାପସବିଶେଷ — A class of ascetics