ଉନ୍ମତ୍ତ Unmatta

  • ସଂ. ବିଣ. ପୁଂ. (ଉତ୍=ଅଧିକ+ମଦ୍ ଧାତୁ+କର୍ତ୍ତୃ. ତ= ପାଗଲ) — — 1 । ନିଶାରେ ବିହ୍ୱଳ; ମତୁଆଳ — 1 ନିଶାରେ ବିହ୍ୱଳ; ମତୁଆଳ
  • ସଂ. ବିଣ. ପୁଂ. (ଉତ୍=ଅଧିକ+ମଦ୍ ଧାତୁ+କର୍ତ୍ତୃ. ତ= ପାଗଲ) — ଉନ୍ମାଦଗ୍ରସ୍ତ; ପାଗଳ; ବାହ୍ୟଜ୍ଞାନଶୂନ୍ୟ — Mad; crazy; frantic
  • ସଂ. ବି (+କରଣ. ତ) — ଧାତୁରାଗଛ — The thorn-apple; a plant whose fruit is prickly and intoxicating
  • ସଂ. ବି (+କରଣ. ତ) — ମୁଚୁକୁନ୍ଦ ଗଛ — A tree with sweet smelling flowers