ଉଦଣ୍ଡି Udaṇḍi

  • ଦେ. ବିଣ. ପୁଂ. ଓ ସ୍ତ୍ରୀ (ସଂ. ଉଦ୍ଦଣ୍ଡ) — ଦୁଷ୍ଟ (ବାଳକ ବାଳିକା) — Wicked (boy or girl)
  • ଦେ. ବିଣ. ପୁଂ. ଓ ସ୍ତ୍ରୀ (ସଂ. ଉଦ୍ଦଣ୍ଡ) — ଅବାଧ୍ୟ ଅଶାସ୍ୟ — Unruly