ଉଦଚ୍ Udach

  • ସଂ. ବିଣ. (ଉତ୍=ଊର୍ଦ୍ଧ୍ୱକୁ+ଅନଟ୍ ଧାତୁ=ଯିବା+କର୍ତ୍ତୃ. କ୍ୱିପ୍) — ଉତ୍ତରାଭିମୁଖ; ଉତ୍ତରମୁହାଁ — Facing north
  • ସଂ. ବିଣ. (ଉତ୍=ଊର୍ଦ୍ଧ୍ୱକୁ+ଅନଟ୍ ଧାତୁ=ଯିବା+କର୍ତ୍ତୃ. କ୍ୱିପ୍) — ଉତ୍ତରଦିଗସ୍ଥ — Northern; northerly; northward
  • ସଂ. ବିଣ. (ଉତ୍=ଊର୍ଦ୍ଧ୍ୱକୁ+ଅନଟ୍ ଧାତୁ=ଯିବା+କର୍ତ୍ତୃ. କ୍ୱିପ୍) — ଊର୍ଦ୍ଧ୍ୱଗତ — Gone up; ascended
  • ସଂ. ବିଣ. (ଉତ୍=ଊର୍ଦ୍ଧ୍ୱକୁ+ଅନଟ୍ ଧାତୁ=ଯିବା+କର୍ତ୍ତୃ. କ୍ୱିପ୍) — ଉତ୍ତରକାଳର; ଭବିଷ୍ୟତର; ଭାବୀ — Future; subsequent
  • ସଂ. ଅ — ଉତ୍ତରଦିଗକୁ — Towards north
  • ସଂ. ଅ — ଉତ୍ତରାଭିମୁଖେ — Northwards
  • ସଂ. ଅ — ଉତ୍ତରକାଳରେ; ପରେ — Subsequently