ଉଦଞ୍ଚନ Udan̄chana
- ସଂ. ବି (ଉତ୍=ଉପରକୁ, ଉପରେ+ଅଞ୍ଚ୍ ଧାତୁ=ଗମନ କରିବା; ପୂଜା କରିବା+ଭାବ. ଅନ) — — 1 । ଊର୍ଦ୍ଧ୍ୱ—କ୍ଷେପଣ; ଉପରକୁ ଫୋପାଡ଼ିବା — 1 ଊର୍ଦ୍ଧ୍ୱ—କ୍ଷେପଣ; ଉପରକୁ ଫୋପାଡ଼ିବା
- ସଂ. ବି (ଉତ୍=ଉପରକୁ, ଉପରେ+ଅଞ୍ଚ୍ ଧାତୁ=ଗମନ କରିବା; ପୂଜା କରିବା+ଭାବ. ଅନ) — ଉଦ୍ଗମନ; ଉପରକୁ ଉଠିବା — Ascending; rising high
- ସଂ. ବି (ଉତ୍=ଉପରକୁ, ଉପରେ+ଅଞ୍ଚ୍ ଧାତୁ=ଗମନ କରିବା; ପୂଜା କରିବା+ଭାବ. ଅନ) — ପୂଜନ — Worshipping
- ସଂ. ବି (ଉତ୍=ଉପରକୁ, ଉପରେ+ଅଞ୍ଚ୍ ଧାତୁ=ଗମନ କରିବା; ପୂଜା କରିବା+ଭାବ. ଅନ) — (+କର୍ମ. ଅନ) ଆଚ୍ଛାଦନପାତ୍ର; ଢାଙ୍କୁଣୀ — Lid; cover
- ସଂ. ବି (ଉତ୍=ଉପରକୁ, ଉପରେ+ଅଞ୍ଚ୍ ଧାତୁ=ଗମନ କରିବା; ପୂଜା କରିବା+ଭାବ. ଅନ) — ଜଳ ଉତ୍ତୋଳନ ପାତ୍ର; ବାଲତି