ଉଦଞ୍ଚିତ Udan̄chita
- ସଂ. ବିଣ. (ଉତ୍=ଉପରେ+ଅଞ୍ଚ ଧାତୁ=ଗମନ କରିବା; ପୂଜା କରିବା+କର୍ମ. ତ) — 1 . ଉତ୍କ୍ଷିପ୍ତ — 1. ଉତ୍କ୍ଷିପ୍ତ—-1. Thrown up
- ସଂ. ବିଣ. (ଉତ୍=ଉପରେ+ଅଞ୍ଚ ଧାତୁ=ଗମନ କରିବା; ପୂଜା କରିବା+କର୍ମ. ତ) — 2 . ପୂଜିତ — 2. ପୂଜିତ—-2. Worshipped
- ସଂ. ବିଣ. (ଉତ୍=ଉପରେ+ଅଞ୍ଚ ଧାତୁ=ଗମନ କରିବା; ପୂଜା କରିବା+କର୍ମ. ତ) — 3 . ଆକୁଞ୍ଚିତ — 3. ଆକୁଞ୍ଚିତ—-3. Crimped; frilled
- ସଂ. ବିଣ. (ଉତ୍=ଉପରେ+ଅଞ୍ଚ ଧାତୁ=ଗମନ କରିବା; ପୂଜା କରିବା+କର୍ମ. ତ) — 4 . (+କର୍ତ୍ତୃ. ତ) ଉଦ୍ଗତ — 4. (+କର୍ତ୍ତୃ. ତ) ଉଦ୍ଗତ—-4. Come out