ଉତ୍ଥଳନ Utthaḻana

  • ସଂ. ବି. (ଉତ୍=ଉପରକୁ ସ୍ଥଳ ଧାତୁ+ଭାବ. ଅନ) — ଉପରକୁ ଉଛୁଳିବା — Over-flowing
  • ସଂ. ବି. (ଉତ୍=ଉପରକୁ ସ୍ଥଳ ଧାତୁ+ଭାବ. ଅନ) — ଉତୁରିବା — Boiling over; brimming