ଉତ୍ତୋଳିତ Uttoḻita
- ସଂ. ବିଣ. (ଉତ୍=ଉପରକୁ+ତୁଳ ଧାତୁ. ଣିଚ=ତୋଳି ଧାତୁ=ଓଜନ କରିବା+କର୍ମ. ତ) — ଉପରକୁ ଟେକା ହୋଇଥିବା; ଉତ୍ଥାପିତ — Raised up; drawn up
- ସଂ. ବିଣ. (ଉତ୍=ଉପରକୁ+ତୁଳ ଧାତୁ. ଣିଚ=ତୋଳି ଧାତୁ=ଓଜନ କରିବା+କର୍ମ. ତ) — ଉନ୍ନମିତ — Lifted up
- ସଂ. ବିଣ. (ଉତ୍=ଉପରକୁ+ତୁଳ ଧାତୁ. ଣିଚ=ତୋଳି ଧାତୁ=ଓଜନ କରିବା+କର୍ମ. ତ) — ଉଚ୍ଚ କରାଯାଇଥିବା — Elevated