ଉତ୍ତୋଳିବା Uttoḻibā

  • ଦେ. ପଦ୍ୟ. କ୍ରି. (ସଂ. ଉତ୍ତୋଳନ) — ଊର୍ଦ୍ଧ୍ୱକୁ ଟେକିବା — To raise up
  • ଦେ. ପଦ୍ୟ. କ୍ରି. (ସଂ. ଉତ୍ତୋଳନ) — ଉତ୍ତୋଳି ଶଳ ବା ଯେହ୍ନେ କୂପିତ ଶଲ୍ଲକୀ —ରାଧାନାଥ, ମହାଯାତ୍ର।