ଉତ୍ଥ Uttha
- ସଂ. ବିଣ. (ଉତ୍=ଉପରେ+ସ୍ଥା ଧାତୁ=ରହିବା+କର୍ତ୍ତୃ. ଅ) — ଉପରକୁ ଉଠୁଥିବା; ଉତ୍ଥିତ — Arising; rising up
- ସଂ. ବିଣ. (ଉତ୍=ଉପରେ+ସ୍ଥା ଧାତୁ=ରହିବା+କର୍ତ୍ତୃ. ଅ) — ଉତ୍ଥନ୍ନ — Obtained from; extracted from.(ଯଥା —ହିଙ୍ଗୁଳୋତ୍ଥପାରଦ)
- ସଂ. ବିଣ. (ଉତ୍=ଉପରେ+ସ୍ଥା ଧାତୁ=ରହିବା+କର୍ତ୍ତୃ. ଅ) — (ଯଥା —ହିଙ୍ଗୁଳୋତ୍ଥପାରଦ)
- ସଂ. ବିଣ. (ଉତ୍=ଉପରେ+ସ୍ଥା ଧାତୁ=ରହିବା+କର୍ତ୍ତୃ. ଅ) — ଜାତ — Born; produced
- ସଂ. ବିଣ. (ଉତ୍=ଉପରେ+ସ୍ଥା ଧାତୁ=ରହିବା+କର୍ତ୍ତୃ. ଅ) — ଉଦିତ — Risen