ଉଜାଡ଼ିବା Ujāṟḍibā

  • ଦେ. କ୍ରି. (ସଂ.ଉଜ୍ୱଟ) — ନଷ୍ଟ କରିବା — To ruin; to destroy; to lay waste
  • ଦେ. କ୍ରି. (ସଂ.ଉଜ୍ୱଟ) — ପୁର ଉଜାଡେ ଭୟ କରି; ସେ ପୁରଞ୍ଜନ ଦଣ୍ଡଧାରୀ। —ଜଗନ୍ନାଥ, ଭାଗବତ 4 । — ପୁର ଉଜାଡେ ଭୟ କରି; ସେ ପୁରଞ୍ଜନ ଦଣ୍ଡଧାରୀ —ଜଗନ୍ନାଥ, ଭାଗବତ4
  • ଦେ. କ୍ରି. (ସଂ.ଉଜ୍ୱଟ) — ଅପବ୍ୟୟ କରିବା — To waste