ଉଜାଡ଼ Ujāṟḍa

  • ଦେ. ବି. — ନାଶ ବା କ୍ଷତି — Destruction; desolation
  • ଦେ. ବି. — କପାଟ ଡେଇଁଣ ଯେ ପାଚେରୀ ଡେଇଁପଶ, ଉଜାଡ଼ କରି ସୁବର୍ଣ୍ଣମୟ ଲଙ୍କାଦେଶ। —ବଳରାମ ରାମାୟଣ।
  • ଦେ. ବି. — ଅପବ୍ୟୟ — Waste; squandering