ଉଜାଡ଼ମସ୍ତ Ujāṟḍamasta

  • ଗ୍ରା. ବି. — ଧ୍ୱଂସ; କ୍ଷୟ — Destruction
  • ଗ୍ରା. ବି. — ଅପବ୍ୟୟ — Wasting
  • ଦେ. ବିଣ. — ଅପବ୍ୟୟୀ — Squandering
  • ଦେ. ବିଣ. — ଅପବ୍ୟୟିତ — Wasted
  • ଦେ. ବିଣ. — ଅତି ଦୁର୍ବାର୍ଯ୍ୟ ବା ଦୁଷ୍ଟ; ଦୁର୍ବୃତ୍ତ — Very wicked