ଉଜାଣି ବହିବା Ujāṇi bahibā

  • ଦେ. କ୍ରି. [ସଂ. ଉତ୍+ଯାନ] — ଉଠାଣି ବହିବା; ସ୍ରୋତର ଉପର ଆଡ଼କୁ ବହିବା — To rise against the flood tide
  • ଦେ. କ୍ରି. [ସଂ. ଉତ୍+ଯାନ] — ଜୁଆର ଉଠିବା — To flow as in flood tide