ଆସ୍ତାନ Āstāna

  • ବୈଦେ. ବି. (ଆ=ଆସ୍ତାନ:-ତୁଳ. ସଂ. ଆସ୍ଥାନ) — ମୁସଲମାନ ପୀର ବା ମହାପୁରୁଷଙ୍କ ଅଧିଷ୍ଠାନ ସ୍ଥଳ — The seat of Mahomedan pīra or saint
  • ବୈଦେ. ବି. (ଆ=ଆସ୍ତାନ:-ତୁଳ. ସଂ. ଆସ୍ଥାନ) — ହିନ୍ଦୁମାନେ ମୁସଲମାନମାନଙ୍କ 'ପୀର'ଙ୍କୁ ସତ୍ୟପୀର ବୋଲି ପୂଜା କରିବା ବେଳେ ଯେଉଁ ଆସନ ବା ପୀଢ଼ାରେ ସତ୍ୟପୀର ଠାକୁରଙ୍କର ଆବିର୍ଭାବ କଳ୍ପନା କରନ୍ତି — A seat where the Hindus worship the Mahomedan pīra in Satyapīra-worship
  • ଦେ. ବି. (ସଂ. ଆସ୍ଥାନ) — ଆସ୍ଥାନ (ଦେଖ) — Āsthāna (See)
  • ଦେ. ବି. (ସଂ. ଆସ୍ଥାନ) — ଏତେ ଭାଳି ନୃପତି ଆସ୍ତାନେ ବସିଲେ ବୋଲଇ ବିକ୍ରମ ପାତ୍ର ମନ୍ତ୍ରୀ ଡକାଇଲେ। ବିଶ୍ୱନାଥ. ବିଚିତ୍ରରାମାୟଣ।