ଆସ୍କନ୍ଦନ Āskandana
- ସଂ. ବି. (ଆ+ସ୍କନ୍ଦ୍ ଧାତୁ=ଯିବା; ଗାଳିଦେବା+ଭାବ. ଅନ) — ତିରସ୍କାର; ଗାଳି — Reproach; reprimand
- ସଂ. ବି. (ଆ+ସ୍କନ୍ଦ୍ ଧାତୁ=ଯିବା; ଗାଳିଦେବା+ଭାବ. ଅନ) — ଆସ୍ଫାଳନ — Bragging; boasting; defiance
- ସଂ. ବି. (ଆ+ସ୍କନ୍ଦ୍ ଧାତୁ=ଯିବା; ଗାଳିଦେବା+ଭାବ. ଅନ) — ଯୁଦ୍ଧ — War; battle
- ସଂ. ବି. (ଆ+ସ୍କନ୍ଦ୍ ଧାତୁ=ଯିବା; ଗାଳିଦେବା+ଭାବ. ଅନ) — ବିନାଶ; ହନନ — Destroying; killing; annihilation
- ସଂ. ବି. (ଆ+ସ୍କନ୍ଦ୍ ଧାତୁ=ଯିବା; ଗାଳିଦେବା+ଭାବ. ଅନ) — ଧାବନ — Running; racing; galloping; chasing
- ସଂ. ବି. (ଆ+ସ୍କନ୍ଦ୍ ଧାତୁ=ଯିବା; ଗାଳିଦେବା+ଭାବ. ଅନ) — ଆକ୍ରମଣ — Attack
- ସଂ. ବି. (ଆ+ସ୍କନ୍ଦ୍ ଧାତୁ=ଯିବା; ଗାଳିଦେବା+ଭାବ. ଅନ) — ଘୋଡ଼ାର ଏକ ପ୍ରକାର ଚାଲି; କଦମ ଚାଲି — Slow canter of a horse