ଆସ୍କନ୍ଦିତ Āskandita

  • ସଂ. ବିଣ. (ଆ+ସ୍କନ୍ଦ୍ ଧାତୁ=ଗାଳିଦେବା+କର୍ମ. ତ) — ତିରସ୍କୃତ — 2. Reproached
  • ସଂ. ବିଣ. (ଆ+ସ୍କନ୍ଦ୍ ଧାତୁ=ଗାଳିଦେବା+କର୍ମ. ତ) — ପଶ୍ଚାତ୍ ଧାବିତ — Run after; chased
  • ସଂ. ବିଣ. (ଆ+ସ୍କନ୍ଦ୍ ଧାତୁ=ଗାଳିଦେବା+କର୍ମ. ତ) — ଆକ୍ରାନ୍ତ — Attacked
  • ସଂ. ବିଣ. (ଆ+ସ୍କନ୍ଦ୍ ଧାତୁ=ଗାଳିଦେବା+କର୍ମ. ତ) — ବିନଷ୍ଟ — Destroyed; annihilated
  • ସଂ. ବି. (ଆ+ସ୍କନ୍ଦ୍ ଧାତୁ ଣିଜନ୍ତ, ସ୍କନ୍ଦି ଧାତୁ=ଯିବା+ଭାବ. ତ) — ଘୋଡ଼ାର ଗତିବିଶେଷ; କଦମ — A kind of walk of horses; slow canter
  • ସଂ. ବି. (ଆ+ସ୍କନ୍ଦ୍ ଧାତୁ ଣିଜନ୍ତ, ସ୍କନ୍ଦି ଧାତୁ=ଯିବା+ଭାବ. ତ) — ମହାନବ ପୃଷ୍ଠ୍ୟପୃଷ୍ଠେ ଆସେ ଆସ୍କନ୍ଦିତେ । ରାଧାନାଥ—ମହାଯାତ୍ରା।