ଆଶ୍ଳେଷ Āṡḻesha

  • ସଂ. ବିଣ. (ଆ+ଶ୍ଳେଷ ଧାତୁ=ଆଲିଙ୍ଗନ କରିବା+ଭାବ. ଅ) — ଆଲିଙ୍ଗନ; ମିଳନ — Embrace; union
  • ସଂ. ବିଣ. (ଆ+ଶ୍ଳେଷ ଧାତୁ=ଆଲିଙ୍ଗନ କରିବା+ଭାବ. ଅ) — ଆଶ୍ରୟ — Shelter
  • ସଂ. ବିଣ. (ଆ+ଶ୍ଳେଷ ଧାତୁ=ଆଲିଙ୍ଗନ କରିବା+ଭାବ. ଅ) — କହିଲା ଦେଇ ଶ୍ଳେଷ ଆଶ୍ଳେଷ; ଚାଳି ନ ଚାଳି ଶିର ଚିତ୍ରପୁଂସ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।
  • ସଂ. ବିଣ. (ଆ+ଶ୍ଳେଷ ଧାତୁ=ଆଲିଙ୍ଗନ କରିବା+ଭାବ. ଅ) — ଶ୍ଳେଷ—ଆଶ୍ଳେଷାର୍ଥ (ଦେଖ) — Āṡḻeshārtha (See)