ଆଶ୍ରିବା Āṡribā

  • ଦେ. ପଦ୍ୟ କ୍ରି. (ସଂ=ଆଶ୍ରୟ) — ଆଶ୍ରୟ କରିବା — To take shelter or refuge
  • ଦେ. ପଦ୍ୟ କ୍ରି. (ସଂ=ଆଶ୍ରୟ) — ଦ୍ୱିସପ୍ତ ଭୁବନ ମଣିଲେ ଯେ ଅଳ୍ପ ଆଶ୍ରିଲେ ସେ ସପ୍ତ ଚାଖଣ୍ଡର ତଳ୍ପ। ରାଧାନାଥ. ଦରବାର।
  • ଦେ. ପଦ୍ୟ କ୍ରି. (ସଂ=ଆଶ୍ରୟ) — ଅବଲମ୍ବନ କରିବା — To depent upon