ଆଶ୍ରିତ Āṡrita
- ସଂ. ବିଣ. (ଆ+ଶ୍ରି ଧାତୁ= ଅବଲମ୍ବନ କରିବା+କର୍ତ୍ତୃ. ତ) — ଶରଣାଗତ — Under protection of sheltered by
- ସଂ. ବିଣ. (ଆ+ଶ୍ରି ଧାତୁ= ଅବଲମ୍ବନ କରିବା+କର୍ତ୍ତୃ. ତ) — ଅଧୀନ ସେବକ — Dependent
- ସଂ. ବିଣ. (ଆ+ଶ୍ରି ଧାତୁ= ଅବଲମ୍ବନ କରିବା+କର୍ତ୍ତୃ. ତ) — ସ୍ଥିତ; ରକ୍ଷିତ — Placed; protected
- ସଂ. ବିଣ. (ଆ+ଶ୍ରି ଧାତୁ= ଅବଲମ୍ବନ କରିବା+କର୍ତ୍ତୃ. ତ) — ନିରାପଦରେ ରକ୍ଷିତ — Placed in safety; defended; secured