ଆଶ୍ରୟାଶ Āṡrayāṡa

  • ସଂ. ବି. (ଆଶ୍ରୟ=ଅବଲମ୍ବନ; ଆଧାର+ଅଶ୍ ଧାତୁ= ଖାଇବା+କର୍ତ୍ତୃ. ଅ) — ଅଗ୍ନି — Fire
  • ସଂ. ବି. (ଆଶ୍ରୟ=ଅବଲମ୍ବନ; ଆଧାର+ଅଶ୍ ଧାତୁ= ଖାଇବା+କର୍ତ୍ତୃ. ଅ) — ଧଳାଚିତା ଗଛ — A tree
  • ସଂ. ବି. (ଆଶ୍ରୟ=ଅବଲମ୍ବନ; ଆଧାର+ଅଶ୍ ଧାତୁ= ଖାଇବା+କର୍ତ୍ତୃ. ଅ) — ମଲାଙ୍ଗ — Orchid; parasite
  • ସଂ. ବିଣ. — ନିଜର ଆଶ୍ରୟ ବା ଅବଲମ୍ବନକୁ ଯେ ନଷ୍ଟ କରେ — That which destroys its own support