ଆଶ୍ରେ Āṡre
- ଗ୍ରା. ପଦ୍ୟ. ବି. (ସଂ. ଆଶ୍ରୟ) — ଆଶ୍ରୟ — Shelter
- ଗ୍ରା. ପଦ୍ୟ. ବି. (ସଂ. ଆଶ୍ରୟ) — ଚହିଛନ୍ତି ଆଶ୍ରେକରି ନିରନ୍ତରେ। ପୀତାମ୍ବର. ନୃସିଂହପୁରାଣ।
- ଦେ. ବିଣ. — ଆଶ୍ରିତ; ଶରଣାଗତ — Under protection of
- ଦେ. ବିଣ. — ଭକତି ପଥ ଆଶ୍ରେଜନ; ଏଡ଼େ ପ୍ରଭାବ ହେ ରାଜନ ! ଜଗନ୍ନାଥ. ଭାଗବତ. 5 ମ। — ଭକତି ପଥ ଆଶ୍ରେଜନ; ଏଡ଼େ ପ୍ରଭାବ ହେ ରାଜନ ! ଜଗନ୍ନାଥ. ଭାଗବତ.5ମ