ଆଶ୍ୱ Āṡwa

  • ସଂ. ବି (ଅଶ୍ୱ=ଘୋଡ଼ା+ସମୂହାର୍ଥ. ଅ) — ଅଶ୍ୱସମୂହ — A collection of horses
  • ସଂ. ବିଣ — ଅଶ୍ୱସମ୍ବନ୍ଧୀୟ — Pertaining to horses
  • ସଂ. ବିଣ — ଅଶ୍ୱବାହ୍ୟ; ଘୋଡ଼ାଟାଣୁଥିବା — Carried or drawn by horses