ଆଶୀବିଷ Āṡībisha
- ସଂ. ବି. (ବହୁବ୍ରୀହି; ଆଶୀ=ବିଷଦାନ୍ତ+ବିଷ) — ସର୍ପ — Serpent
- ସଂ. ବି. (ବହୁବ୍ରୀହି; ଆଶୀ=ବିଷଦାନ୍ତ+ବିଷ) — କେ ବୋଲେ ସୁରଜନେ ସୁଖୀ ସୁଧା ଭୋଜନେ ଆଶୀବିଷେ ରଖନ୍ତି ଶେଷ। ଅଭିମନ୍ୟୁ, ବିଦଗ୍ଧଚିନ୍ତାମଣି।
- ସଂ. ବି. (ବହୁବ୍ରୀହି; ଆଶୀ=ବିଷଦାନ୍ତ+ବିଷ) — ବିଷଧର ସରୀସୃପ — Poisonous reptile