ଆଶୀର୍ବାଦ Āṡīrbāda
- ସଂ. ବି. (ମଧ୍ୟପଦଲୋପୀ; ଆଶୀଃ+ ବାଦ= କଥା) — ଆଶିଷ ଯୁକ୍ତ ବାକ୍ୟ ମଙ୍ଗଳବାଦ; ଅନ୍ୟର ମଙ୍ଗଳବାଞ୍ଛାପ୍ରକାଶ — Blessing; benediction
- ସଂ. ବି. (ମଧ୍ୟପଦଲୋପୀ; ଆଶୀଃ+ ବାଦ= କଥା) — ହୋମ ଯଜ୍ଞାଦି କର୍ମାନୁଷ୍ଠାନ ସମାପ୍ତ ହେଲାରୁ ପୁରୋହିତ ଓ ଉପସ୍ଥିତ ବ୍ରାହ୍ମଣମାନେ ବୋଦୋକ୍ତମନ୍ତ୍ରଯୁକ୍ତ ଯେଉଁ ମଙ୍ଗଳକାମନା ବାକ୍ୟ ବୋଲି ଯଜମାନର ମୁଣ୍ଡରେ ଅକ୍ଷତ ଚାଉଳ ପକାନ୍ତି — Benedictory Vedic formulae and sentences uttered by the priest and Brāhmaṇas while sprinkling rice on the head of the principal at the conclusion of Vedic rites