ଆଶୀର୍ବାଦ ଦକ୍ଷିଣା Āṡīrbāda dakshiṇā

  • ସଂ. ବି. — ଶୁଭାନୁଷ୍ଠାନମାନଙ୍କରେ ଉପସ୍ଥିତ ବ୍ରାହ୍ମଣ- ମାନେ କର୍ମ ଶେଷରେ କର୍ମକର୍ତ୍ତାଙ୍କୁ ଆଶୀର୍ବାଦ କରି ତହିଁ ନିମନ୍ତେ ଯେଉଁ ଦକ୍ଷିଣା ବା ଅର୍ଥ ପାଆନ୍ତି — Cash presents received by Brāhmaṇas at ceremonies for uttering or chanting blessings on the principal