ଆଶିଷିବା Āṡishibā

  • ଦେ. ପଦ୍ୟ. କ୍ରି. (ସଂ. ଆଶୀସ୍) — ଆଶୀର୍ବାଦ କରିବା — To bless
  • ଦେ. ପଦ୍ୟ. କ୍ରି. (ସଂ. ଆଶୀସ୍) — ଆଶିଷିଲେ ଅନ୍ତର୍ଯ୍ୟାମୀ ସେ ପୁଣ୍ୟ ବରଣେ। ମଧୁସୂଦନ—ବାଳରାମାୟଣ।