ଆରଗ୍ବଧ Āragbadha

  • ସଂ. ବି. (ଆ+ଋଜ୍ ଧାତୁ=ରୁଗ୍ଣ ହେବା+କ୍ୱିପ୍; ରଗ୍ +ବଧ୍ ଧାତୁ=ନାଶ କରିବା+କର୍ତ୍ତୃ. ଅ; ଯେ ରୋଗନାଶ କରେ) — ସୁନାରି ଗଛ (ଦେଖ) — Sunāri tree (See)