ଆରକ୍ତ Ārakta

  • ସଂ. ବିଣ. (ଆ=ଈଷତ୍+ରନଜ୍ ଧାତୁ+କର୍ମ. ତ) — ଈଷତ୍ ନାଲିଆ; ସାମାନ୍ୟ ଲାଲ — Flesh coloured; reddish
  • ସଂ. ବିଣ. (ଆ=ଈଷତ୍+ରନଜ୍ ଧାତୁ+କର୍ମ. ତ) — (ଆ=ସମ୍ୟକ୍+ରକ୍ତ)—ବିଶେଷ ନାଲିଆ — Bright red; pink
  • ସଂ. ବିଣ. (ଆ=ଈଷତ୍+ରନଜ୍ ଧାତୁ+କର୍ମ. ତ) — ବିଶେଷ ଅନୁରକ୍ତ ବା ସ୍ନେହ କରୁଥିବା — Too much attached